ଖଣ୍ଡଗିରି ରେ ଅଶିଳତା କୁ ନାଁ
Khandagiri mela 2024

ଆମେ ଅଶିଳତା କୁ ବିରୋଧ କରୁଛୁ କାରଣ ଖଣ୍ଡଗିରି କୁମ୍ଭ ମେଳା ଏକ ଧାର୍ମିକ ପୀଠ ସେଠାରେ ଯଦି ଯାତ୍ରା ରେ ନଗ୍ନ ହୋଇ ନାଚିବେ ତା ହେଲେ ଆମ ପିଲା ମାନେ କଣ ଶିଖିବେ।
ଲୋକେ ବହୁତ୍ ଦୂର ଦୁରନ୍ତାରୁ ଆସୁଛନ୍ତି ମେଳା ବୁଲିବା ପାଇଁ ସେମାନେ ଏ ସବୁ ଦେଖିବା ପରେ ଆମ ଓଡ଼ିଶା ବିଷୟରେ କଣ ଆଲୋଚନା କରିବେ ଆମେ ଚାହୁଁଛୁ ପୋଲିସ୍ ୟା ଉପରେ ପଦକ୍ଷପ ନିଅନ୍ତୁ