ପାର୍ଟି ରେ ବାହାର ଲୋକ ବହୁତ୍ ହେଇଗଲେନି

ପାର୍ଟି ରେ ବାହାର ଲୋକ ବହୁତ୍ ହେଇଗଲେନି

ବହୁତ୍ ଗୁଡାଏ କାରଣ ପାଇଁ ମୁଁ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହେଲି, ମୁଁ ମୁଖ୍ୟମନ୍ତ୍ରୀ କୁ ଭଲପାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଅନୁସରଣ କରେ, ଆଗରୁ ବିଜେଡ଼ି ଦଳ ରେ ଲୋକଙ୍କ କାମ କରିବାକୁ ସୁଯୋଗ ମିଳୁଥିଲା କିନ୍ତୁ ଏବେ ସବୁ କିଛି ବଦଳି ଯାଇଛି,

ଏବେ ଦଳ ରେ ବାହାର ଲୋକଙ୍କ ଭିଡ଼, ଦଳର ସଭାପତି ଙ୍କୁ ଦେଖା କରିବା ଅସମ୍ଭବ, ମୋତେ ଲାଗିଲା ଦଳରେ ମୋର ଆଉ ଆବଶ୍ୟକ ନାହିଁ, ମୋତେ ବିଜେପି ସ୍ବାଗତ କଲେ ମୁଁ ଚାଲି ଆସିଲି ଏଠି ଲୋକଙ୍କ କାମ କରିବାର ସୁଯୋଗ ମିଳିବ ମୋଦୀ ଙ୍କ ଲୋକ ପ୍ରୀୟତା ଖାଲି ଭାରତ ନୁହେଁ ପୁରା ବିଶ୍ୱରେ ବଢୁଛି ସେଥିପାଇଁ ମୁଁ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଲି