ଓଡ଼ିଶାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁ
ଗୃହକୁ କେମିତି ଶାନ୍ତି ଶୃଙ୍ଖଳା ସହିତ ଚଳାଇବେ ଦେଲେ ଉପଦେଶ, ଲୋକଙ୍କ ଉନ୍ନତି କେମିତି ହେବ ତା ଉପରେ ଆଲୋଚନା କରିବାକୁ ସମସ୍ତଙ୍କୁ କଲେ ଅନୁରୋଧ,ବିଧାୟକ ହେଇକି ପ୍ରଶ୍ନ କରିଥିଲି ମନ୍ତ୍ରି ହୋଇ ଉତ୍ତର ଦେଇଛି, ଆଉ ମଧ୍ୟ କହିଛନ୍ତି ମୋତେ ଲାଗୁଛି ଯେମିତି ମୋ ଘରକୁ ଆସିଛି, ଓଡ଼ିଶା ବିଧାନସଭାରେ ଅଭିଭାଷଣ ରଖିବାରେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି
Editor