୧୪ତମ ରାଜ୍ୟ ବଂନ୍ଧୁକ ଚାଳନା ପ୍ରତିଯୋଗୀତା ଉଦଘାଟିତ ।

୧୪ତମ ରାଜ୍ୟ ବଂନ୍ଧୁକ ଚାଳନା ପ୍ରତିଯୋଗୀତା ଉଦଘାଟିତ ।

୨୦୩୬ ଅଲମ୍ପିକ ପ୍ରସ୍ତୁତି ନିମନ୍ତେ କ୍ରିଡାମନ୍ତ୍ରୀ ସୂର୍ଯ୍ୟବଂଶି ଙ୍କ ପ୍ରସ୍ତାବ ।

ଭୁବନେଶ୍ବର ତା ୧/୯/୨୦୨୫ ରିଖ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ୫୦ ମିଟର ଶୁଟିଙ୍ଗ ରେଞ୍ଜ ଠାରେ ୧୪ତମ ରାଜ୍ୟ ବଂନ୍ଧୁକ ଚାଳନା ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୦୦ ରୁ ଉଦ୍ଧ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀ ଭାଗ ନେଉଛ ଉଛନ୍ତି ।

କଳିଙ୍ଗ ଷ୍ଟାଡିୟମ ଠାରେ ୫୦ ମିଟର ରାଇଫଲ ପ୍ରୋନ , ୫୦ ମିଟର ରାଇଫଲ 3 P, ୨୫ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ , ୨୫ ମିଟର ସ୍ପୋର୍ଟୀ ପିସ୍ତଲ ଓ ୨୫ ମିଟର ସେନଟର ପିସ୍ତଲ ପ୍ରତିଯୋଗୀତା ଏବଂ ଉତ୍କଳ କରାଟେ ସ୍କୁଲ ଠାରେ ୧୦ ମିଟର ଏୟାର ରାଇଫଲ ଓ ୧୦ ମିଟର ଏୟାର ପିସ୍ତଲ ଉଚ୍ଚ ଉଭୟ NR ଓ ISSF ବିଭାଗରେ ଆସନ୍ତା ४ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗୀତା ହେବ ।

ଉଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥ୍‌ ଭା ଭାବେ ରାଜ୍ୟ କ୍ରିଡା ଏବଂ ଯୁବସେବା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶି ସୂରଜ ଯୋଗ ଦେଇ ୨୦୩୬ ଅଲମ୍ପିକ ଭାରତରେ ହେବାକୁ ଥୂବା କ୍ରିଡାରେ ଓଡିଶା କୁ ପ୍ରଚାଳନାରେ ଓଡିଶା ନିମନ୍ତେ road map ପ୍ରସ୍ତୁତ କରିବାଙ୍କୁ ଅନୁରୋଧ କରିଥିଲେ ।

ଉଦଘାଟନି ଉତ୍ସବକୁ ପ୍ରସ୍ତୁତ କରି ବଂନ୍ଧୁକ ଚାଳ ନିମନ୍ତେ ସଂଘର କର୍ମକର୍ତ୍ତା ଉତ୍ସବରେ ସଂଘର ସଭାପତି ସୁଶ୍ରୀ ଗୌରି ମହାନ୍ତି , ଉପସଭାପତି ଇଂ ଚିତ୍ତ ରଞ୍ଜନ ଓ ରୋମୀଓ କା କାନ୍ତ ନନ୍ଦ, ଯୁଗ୍ମ ସମ୍ପାଦକ ଦକ ଆଶିଷ ନାୟକ ତଥା କୋଷାଧକ୍ଷ ବଳଭଦ୍ର ଦାସ ଉପସ୍ଥିତ ଥିଲେ । ସଭାପତି ସଭାକାର୍ଯ୍ୟ ପରିଚାଳନା କରିଥିଲେ ।