ସାଇଜ୍ କରିବା ଲୋକ ଦରକାର୍ ଆପଣ ମାନେ ଯଦି ଏକାଠି ହେବେ ସମାଜ କୁ ଆପଣ ସୁସ୍ଥ କରିବେ
#roster #RostingVideo #publicreaction #SmartCity #youngpeople #Bhubaneswar #Odisha #bhubaneswarbulletin

ଯିଏ ଲଙ୍ଗଳା ହେଇକି ଯାଉଛି ତାକୁ ଲାଜ ନାହିଁ କିନ୍ତୁ ଯିଏ ଦେଖୁଛି ତାକୁ ଲାଜ ଲାଗୁଛି ସବୁ ଆମ ହାତରେ ଅଛି ଯଦି ଆମେ ଚାହିଁବା ପୁରା ପରିବେଶ କୁ ବଦଳାଇ ଦେଇ ପାରିବା