ପ୍ରଫେସର ଡ଼କ୍ଟର ସୂର୍ଯ୍ୟପ୍ରକାଶଙ୍କ ଆଉ ଏକ ସଫଳତା

ପ୍ରଫେସର ଡ଼କ୍ଟର ସୂର୍ଯ୍ୟପ୍ରକାଶଙ୍କ ଆଉ ଏକ ସଫଳତା
ପ୍ରଫେସର ଡ଼କ୍ଟର ସୂର୍ଯ୍ୟପ୍ରକାଶଙ୍କ ଆଉ ଏକ ସଫଳତା
ପ୍ରଫେସର ଡ଼କ୍ଟର ସୂର୍ଯ୍ୟପ୍ରକାଶଙ୍କ ଆଉ ଏକ ସଫଳତା

ଗତ ମାସ ପ୍ରଫେସର ଡ଼କ୍ଟର ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀ ପୁଣି ଥରେ ଅନ୍ତର୍ଜାତୀୟ ଉପାଧି (International Fellowship) ଲାଭ କରିଛନ୍ତି |

ସେ ଆମେରିକାର (USA) ହାବାର୍ଡ ମେଡିକାଲ ସ୍କୁଲ, ବୋଷ୍ଟନ, ମାଷ୍ସ୍ଚୁସେଟଟିସ ତରଫରୁ ଆଡ଼ଭାନ୍ସଡ଼ ମ୍ୟାନେଜେମେଣ୍ଟ ଅଫ ନ୍ୟୁରୋଲୋଜିକାଲ ଡ଼ିଜିଜେସ ରେ ଡ଼ିଗ୍ରୀ ଅର୍ଜନ କରିଛନ୍ତି |

ଏହି ପାଠ୍ୟକ୍ରମରେ ସେ ମସ୍ତିସ୍କ, ମେରୁଦଣ୍ଡ ଓ ସ୍ନାୟୁ ରୋଗର ଉନ୍ନତ ଓ ଅତ୍ୟାଧୁନିକ ଚିକିତ୍ସା ବିଷୟରେ ଶିକ୍ଷା ଲାଭ କରିଛନ୍ତି | ପ୍ରକାଶ ଥାଉକି ଡ଼କ୍ଟର ସୂର୍ଯ୍ୟପ୍ରକାଶ, ୨୦୨୦ ରେ ରୟାଲ କଲେଜ ଅଫ ଫିଜିସିଆନ,

ୟୁକେ ରୁ ଅପସ୍ମାର (Epilepsy), ୨୦୨୧ ରେ ଡବ୍ଲ୍ୟୁ ଏଫ ଏନ ଆର, ୟୁରୋପ ରୁ ପକ୍ଷାଘାତ (Stroke), ୨୦୨୨ ରେ ୱାର୍ଲଡ ହେଡକ ସୋସାଇଟି, ଅଷ୍ଟ୍ରେଲିଆ ରୁ ଅର୍ଦ୍ଧକପାଳୀ (Migraine), ୨୦୨୩ ରେ ୟୁନିଭେର୍ସିଟି ଅଫ

 ବ୍ରାଡଫୋର୍ଡ ଓ ନ୍ୟାସନାଲ ହେଲଥ ସ୍କୁଲ, ଇଂଲଣ୍ଡ ରୁ ସ୍ମରଣଶକ୍ତି ହ୍ରାସ (Dementia) ଉଚ୍ଚ ଶିକ୍ଷା ପ୍ରାପ୍ତ କରିଛନ୍ତି |

ବର୍ତମାନ ସେ ସମ ହସ୍ପିଟାଲ ରେ ପ୍ରଫେସର ଭାବେ କାର୍ଯ୍ୟରତ ଏବଂ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ମୂଳ ଗବେଷଣା ପ୍ରକାଶନ କରିବା ସହ ନୂତନ ଔଷଧର ପରୀକ୍ଷଣରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି |