ତିନି ତରଫା ପ୍ରେମରୁ ଗଲା ଜୀବନ

ତିନି ତରଫା ପ୍ରେମରୁ ଗଲା ଜୀବନ

ଜଣକ ପାଇଁ ଗଲା ଆଉ ଜଣକ ଜୀବନ, ନାଁ ହେଲା ଅଞ୍ଜନ ବେହେରା ଘର ଚମ୍ପା ପୋଖରୀ, ଦୀର୍ଘ ଦିନ ଧରି ଇଭେଣ୍ଟ କାମ କରି ଆସୁଥିଲେ, ଗତ କାଲି ନିଜ କାମ ସାରି ଖୋର୍ଦ୍ଧା ରୁ ଫେରୁଥିଲେ,

ଆଗରୁ ଅପେକ୍ଷା କରିଥିଲେ ଦୃର୍ବୁତ୍ତ ଅଞ୍ଜନ ଘର ପାଖରେ, ଅଞ୍ଜନ ପହଞ୍ଚିଲା ପରେ କିଛି କଥା କୁ ନେଇ ଆରମ୍ଭ ହେଇଥିଲା ଝଗଡ଼ା ଅଞ୍ଜନ କିଛି ବୁଝିବା ପୂର୍ବରୁ ଦୃର୍ବୁତ୍ତ ମାରଣାଅସ୍ତ୍ର ରେ ଅଞ୍ଜନ କୁ ଆକ୍ରମଣ କରି ଘଟଣା ସ୍ଥଳରୁ ପଳାଇ ଯାଇଥିଲେ, ସ୍ଥାନୀୟ ଲୋକେ ଅଞ୍ଜନ କୁ ରକ୍ତାତ ଅବସ୍ଥାରେ ମେଡିକାଲ୍ ନେଇଥିଲେ ସେଠାରେ ତାଙ୍କର ମୂର୍ତ ହେଇଥିଲା, ଘଟଣା ଘଟେଇଥିବା ଦୃର୍ବୁତ୍ତ ମାନେ ଫେରାର ଅଛନ୍ତି ଯାହା ଶୁଣିବାକୁ ମିଳୁଛି ଇଏ ମୂର୍ତ ପଛରେ ମାଷ୍ଟର ମାଇଣ୍ଡ ଗୋଟେ ଝିଅ ର ହାତ ଅଛି ବୋଲି