EA କଲୋନୀ ପାର୍କ 2 ପାଇଁ ଟଙ୍କା ଖର୍ଚ୍ଚ ହୋଇ ନ ପାରି ଫେରିଯିବ

EA Colony park 2 Badagada brit colony Bhubaneswar ward no 44

EA କଲୋନୀ ପାର୍କ 2 ପାଇଁ ଟଙ୍କା ଖର୍ଚ୍ଚ ହୋଇ ନ ପାରି ଫେରିଯିବ

EA Colony park 2 Badagada brit colony Bhubaneswar ward no 44

 ମୁକ୍ତl ଯୋଜନା ରେ EA କଲୋନୀ ପାର୍କ 2 ପାଇଁ BMC 22 ଲକ୍ଷ ଟଙ୍କା ପ୍ରଦାନ କରି ଥିବା ପାର୍କ ରେ ଥିବା ଶିଶୁ ମାନକ ପାଇଁ ଖେଳନା ଓ Gym , ପାର୍କ ରେ ଥିବା ପାଚେରୀ ଭିତର ଓ ବାହାର ପଟ ସିମେଣ୍ଟ ପ୍ଲାଷ୍ଟର, ଥଣ୍ଡା ପିଇବା ପାଣି ର ବ୍ୟବସ୍ଥା,ପାର୍କ ଭିତରେ ଥିବା ସ୍ଥାନରେ ନୂତନ ଘାସ ଗାଲିଚା ବିଛେଇବା,

ଓ ପାର୍କ ଭିତରେ ପlଦ ଚଲା ରାସ୍ତା ରେ ନୂତନ ଫେବର୍ ବ୍ଲକ ପକାଇବା ର ଦାବି ବାରମ୍ବାର BMC commisioner ପାର୍କ କୁ ପରିଦର୍ଶନ ଆସି ଥିଲା ବେଳ କଲୋନୀ ବାସି କ ତରଫରୁ ଅନୁରୋଧ କରାଯାଇଥିଲା ଅନୁରାଧା ରକ୍ଷା କରି କମିଶନର ମୁକ୍ତା ଜୋଯୋନା ରେ 22 ଲକ୍ଷ ଟଙ୍କା ପ୍ରଦାନ କରି ଥିଲେ ମଧ୍ୟ ପାର୍କ ର କୌଣସି କାର୍ଯ୍ଯ ହେଲା ନାହିଁ

ସାଧାରଣ ନିର୍ବାଚନ ପାଖେଇ ଆସୁଛି ନିର୍ବାଚନ ଆଚରଣ ବିଧି ଲାଗି ଯିବ କୌଣସି ଉନ୍ନୟନ କାର୍ଯ୍ୟ ହୋଇ ପାରିବ ନାହିଁ , ମାର୍ଚ ମାସ ପରେ ଟଙ୍କା ଖର୍ଚ୍ଚ ହୋଇ ନ ପାରି ଫେରିଯିବ